ଧମକ ପରେ ସଲମାନ ଖାନଙ୍କ କନ୍ସର୍ଟ ସ୍ଥଗିତ!

କଲିକତାରେ ହେବାକୁ ଥିବା କାର୍ଯ୍ୟକ୍ରମ ଏବେ ମେ-ଜୁନ ମାସରେ ହେବ। ସଲମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Next Story