ଅନ୍ୟ କେତେକ ତାଙ୍କର ପ୍ରଶଂସା କରି କହିଥିଲେ ଯେ ସିଦ୍ଧାର୍ଥ ବହୁତ ଭାଗ୍ୟବାନ ଯିଏ ଆପଣଙ୍କୁ ପାଇଛନ୍ତି।
ହ୍ୱାଇଟ୍ ମୋନୋକିନି ଏବଂ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ସାରଙ୍ଗରେ କିଆରା ସର୍ଫିଙ୍ଗ୍ ବୋର୍ଡ ସହିତ ଫଟୋସୁଟ୍ କରାଉଥିବା ଦେଖାଯାଇଥିଲେ।
କିଆରା ଆଡଭାନୀ ଆଜିକାଲି ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛନ୍ତି। ହେବେ ନାହିଁ ବା କେମିତି, ସେ ତ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ।
କିଆରା ନିଜର ହଟ୍ ଲୁକ୍ ଯୋଗୁଁ ଲୋକମାନଙ୍କ ଦ୍ୱାରା ବେଶ୍ ପସନ୍ଦ କରାଯାଆନ୍ତି। ଲୋକମାନେ ତାଙ୍କର ଅଦା (ଶୈଳୀ)ରେ ଏପରି ଭାବରେ ମୁଗ୍ଧ ହୋଇଯାଆନ୍ତି ଯେ ସେମାନେ ନିଜର ସୁଧବୁଧ ହରାଇ ବସନ୍ତି।