ଶୀଘ୍ର ରିଲିଜ୍ ହେବ ଉର୍ବଶୀ ଏବଂ ଜେସନଙ୍କ ମ୍ୟୁଜିକ୍ ଟାଇଟେଲ୍ ‘ଜାନୁ’

ଜେସନ ଡେରୁଲା ‘ୱିଗଲ୍ ୱିଗଲ୍’, ‘ଟକ୍ ଡର୍ଟି ଟୁ ମି’, ‘ସ୍ଵାଲା’, ‘ଟ୍ରମ୍ପେଟସ୍’ ଭଳି ଗୀତଗୁଡ଼ିକ ପାଇଁ ଜଣାଶୁଣା। ଉର୍ବଶୀ ଏବଂ ଜେସନ ମ୍ୟୁଜିକ୍ ଟାଇଟେଲ୍ ଭିଡିଓ ପାଇଁ ଏକାଠି କାମ କରିସାରିଛନ୍ତି। ଖୁବ୍ ଶୀଘ୍ର ଏମାନଙ୍କର ମ୍ୟୁଜିକ୍ ଟାଇଟେଲ୍ ‘ଜାନୁ’ ରିଲିଜ୍ ହେବାକୁ ଯାଉଛି।

ମେଟାଲିକ୍ ଟପ୍‌ରେ ଦେଖାଗଲେ ଉର୍ବଶୀ

ଏହି ସମୟରେ ଅଭିନେତ୍ରୀ ଉର୍ବଶୀ ମେଟାଲିକ୍ କର୍ସେଟ୍ ଟପ୍‌ରେ ନଜର ଆସିଥିଲେ। ଉର୍ବଶୀ ଏହି ଟପ୍‌କୁ ସିମରି ପ୍ୟାଣ୍ଟ୍ ସହିତ ପେୟାର କରିଥିଲେ। ଏହା ସହିତ ସେ ଡାଇମଣ୍ଡ ଇୟରିଙ୍ଗ୍ସ, ବ୍ରେସଲେଟ୍ ଏବଂ ରିଙ୍ଗ୍ ମଧ୍ୟ ପିନ୍ଧିଥିଲେ। ଅନ୍ୟପଟେ ଜେସନ୍ ବ୍ଲାକ୍ ପ୍ରିଣ୍ଟେଡ୍ ସ୍ୱେଟସାର୍ଟ ଏବଂ ରିପଡ୍ ଗ୍ରେ ଜିନ୍ସରେ

ଆମେରିକୀୟ ଗାୟକ ଜେସନ ଡେରୁଲୋଙ୍କର ମୁମ୍ବାଇ ଗସ୍ତ

ଆମେରିକୀୟ ଗାୟକ ଜେସନ ଡେରୁଲୋ ନିକଟରେ କାମ ସଂପର୍କରେ ମୁମ୍ବାଇ ଆସିଥିଲେ। ମୁମ୍ବାଇର ବାନ୍ଦ୍ରାରେ ଜେସନଙ୍କୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହିତ ଦେଖିବାକୁ ମିଳିଥିଲା। ସେମାନେ ପାପାରାଜିଙ୍କୁ ପୋଜ୍ ମଧ୍ୟ ଦେଇଥିଲେ।

ମୁମ୍ବାଇରେ ଆମେରିକୀୟ ଗାୟକ ଜେସନ୍ ଡେରୁଲୋଙ୍କ ସହ ଦେଖାଗଲେ ଉର୍ବଶୀ

ଖୁବ୍ ଶୀଘ୍ର ଜେସନ୍ ଏବଂ ଉର୍ବଶୀ ଏକ ମ୍ୟୁଜିକ୍ ଟାଇଟେଲ୍ ‘ଜାନୁ’ରେ ଏକାଠି ନଜର ଆସିବେ ।

Next Story