ରଣବୀର ସିଂଙ୍କୁ କୁହାଯାଇଥିଲା- ସ୍ମାର୍ଟ ଏବଂ ସେକ୍ସି ହୁଅ

ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ରଣବୀର ସିଂଙ୍କୁ ମଧ୍ୟ କାଷ୍ଟିଂ କାଉଚ୍‌ର ସାମ୍ନା କରିବାକୁ ପଡ଼ିଥିଲା। ଏହି ବିଷୟରେ ଅଭିନେତା କହିଥିଲେ ଯେ ଜଣେ ପ୍ରଯୋଜକ ତାଙ୍କୁ ସ୍ମାର୍ଟ ଏବଂ ସେକ୍ସି ହେବାକୁ କହିଥିଲେ।

ଆୟୁଷ୍ମାନ ଖୁରାନା ମଧ୍ୟ କାଷ୍ଟିଙ୍ଗ କାଉଚର ଶିକାର ହୋଇଥିଲେ

ପିଙ୍କଭିଲା ସହିତ କଥାବାର୍ତ୍ତା କରିବା ସମୟରେ ଆୟୁଷ୍ମାନ ଖୁରାନା କାଷ୍ଟିଙ୍ଗ କାଉଚ୍ ବିଷୟରେ ଖୁଲାସା କରିଥିଲେ ଯେ ତାଙ୍କୁ ମଧ୍ୟ ଆରମ୍ଭ ସମୟରେ ଏହାର ସାମ୍ନା କରିବାକୁ ପଡିଥିଲା।

ଭୋଜପୁରୀ ସିନେମାର ଲବ୍ଧପ୍ରତିଷ୍ଠିତ ତାରକା ଏବଂ ଗୋରଖପୁରର ସାଂସଦ ରବି କିଶନ ଶୁକ୍ଳା କହିଛନ୍ତି

ଯେ ସେ 'କାଷ୍ଟିଂ କାଉଚ୍'ର ଶିକାର ହୋଇଥିଲେ। ସେ କହିଛନ୍ତି - 'ମୁଁ ତାଙ୍କ ନାଁ ନେଇପାରିବି ନାହିଁ, କାରଣ ସେ ଏବେ ଏକ ବଡ଼ ଚେହେରା ପାଲଟି ଯାଇଛନ୍ତି। ଥରେ ସେ ମୋତେ ଫୋନ୍ କରି କହିଥିଲେ- ‘ଆଜି ରାତିରେ ଏକ କପ୍ କଫି ପାଇଁ ଆସିଯାଅ।’ ମୋତେ ଲାଗିଲା ଯେ ସେ ମୋତେ ଇଙ୍ଗିତ ଦେଉଛନ୍ତି ଏବଂ ମୁଁ ତାଙ୍କୁ ମନା କ

ଚଳଚ୍ଚିତ୍ରରେ ସୁଯୋଗ ଦେବା ନାଁରେ ଶୋଷଣ:

କେବଳ ଅଭିନେତ୍ରୀ ନୁହଁନ୍ତି ରବି କିଶନ, ଆୟୁଷ୍ମାନ, ରଣବୀରଙ୍କ ଭଳି ପୁରୁଷ ଅଭିନେତାମାନେ ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି।

Next Story