2015 ମସିହାରେ ଟିମ୍ ଇଣ୍ଡିଆ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଦିନିକିଆ ସିରିଜ୍ ଖେଳିବା ପାଇଁ ବାଂଲାଦେଶ ଯାଇଥିଲା। ଯେତେବେଳେ ଦଳ ଭାରତକୁ ଫେରିଲା, ସେତେବେଳେ ଆମେ 2-1ରେ ସିରିଜ୍ ହାରି ସାରିଥିଲୁ।
୨୦୨୧ ଟି-୨୦ ବିଶ୍ଵ କପ୍ର ଗ୍ରୁପ୍ ସ୍ଟେଜ୍ରେ ଭାରତର ପ୍ରଥମ ମୁକାବିଲା ଚିର-ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଏହା ପୂର୍ବରୁ ପାକିସ୍ତାନଠାରୁ କେବେ ହାରି ନ ଥିବା ଟିମ୍ ଇଣ୍ଡିଆ ଏଥର ମଧ୍ୟ ଫେଭରିଟ୍ ବିବେଚିତ ହେଉଥିଲା।
ଜୁଲାଇ 9, 2019 ତାରିଖରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ୍ ଦଳ ୱାନଡେ ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ, ନ୍ୟୁଜିଲ୍ୟାଣ୍ଡ୍କୁ 239 ରନ୍ରେ ଅଟକାଇ ଦେଇଥିଲା।
ବୋଲ୍ଟ୍ ଦିନିକିଆରେ ଏବଂ ଶାହୀନ୍ ଟି-୨୦ ବିଶ୍ୱକପ୍ରୁ ବାହାର କରିଥିଲେ; ଅନେକ ଥର ଟପ୍ ଅର୍ଡର ଭୁଶୁଡ଼ି ପଡ଼ିଛି।