ଶୀତ ଊଷୁମର ଫ୍ୟାସନର ଅବିଚ୍ଛେଦ୍ୟ ଅଂଶ। ଟୋପି ଏବଂ ବିନି କ୍ୟାପ୍ ଦ୍ଵାରା ଥଣ୍ଡାରୁ ରକ୍ଷା ପାଆନ୍ତୁ ଏବଂ ଷ୍ଟାଇଲିସ୍ ଦେଖାନ୍ତୁ।
ସ୍କାର୍ଫ ଏବଂ ମଫ୍ଲର ଶୀତରୁ ରକ୍ଷା କରିବା ସହିତ ସହିତ ଏବେ ଫ୍ୟାଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ବିଭିନ୍ନ ରଙ୍ଗ ଏବଂ ଡିଜାଇନ୍ର ସ୍କାର୍ଫ ଏବଂ ମଫ୍ଲର ବ୍ୟବହାର କରନ୍ତୁ।
ଶୀତ ଋତୁର ଫ୍ୟାସନରେ କାର୍ଡିଗନକୁ ଏକ ନୂଆ ରୂପ ଦିଆଯାଇଛି। ଭି-ନେକ କିମ୍ବା ଗୋଲ କଲର ସହିତ ଏହାକୁ ଷ୍ଟାଇଲିସ ଭାବରେ ପିନ୍ଧନ୍ତୁ।
ସ୍ମାର୍ଟ ଏବଂ ଷ୍ଟାଇଲିଶ୍ ଶ୍ରଗ୍ ସବୁ ପୋଷାକ ସହିତ ମିଶିଯାଏ। ଗାଉନ୍, କୁର୍ତି କିମ୍ବା ଟି-ଶର୍ଟ ସହିତ ଏହାକୁ ପିନ୍ଧନ୍ତୁ।
କଶ୍ମୀରୀ ଶାଲ ଶୀତ ଋତୁ ପାଇଁ ଆଦର୍ଶ। କୁର୍ତି, ଟପ୍ ଏବଂ ସାଢ଼ୀ ସହିତ ଏହାକୁ ଷ୍ଟାଇଲିଶ୍ ଭାବରେ ପିନ୍ଧନ୍ତୁ।
କିଶୋରମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ। ଜିନ୍ସ କିମ୍ବା ସଲଓ୍ଵାର-କମିଜ୍ ସହିତ ସହଜରେ ପିନ୍ଧନ୍ତୁ, ଏବଂ ଶୀତର ଫ୍ୟାସନକୁ ଅନୁସରଣ କରନ୍ତୁ।
ଷ୍ଟାଇଲିସ୍ ଦେଖାଇବା ପାଇଁ ଓଭରକୋଟ ପିନ୍ଧନ୍ତୁ। ବ୍ଲେଣ୍ଡେଡ୍ ଉଲ୍ ଏବଂ ବେଲ୍ଟେଡ୍ ଓଭରକୋଟ୍ସ ଉପରେ ଧ୍ୟାନ ଦିଅନ୍ତୁ, ଯାହା ଫ୍ୟାଶନ୍ ଏବଂ ଆରାମର ଏକ ଉତ୍ତମ ମିଶ୍ରଣ।
ସୁଇଟର୍ର ବିଭିନ୍ନ ଡିଜାଇନ୍ରେ ଏମ୍ବ୍ରଏଡରୀ, ପ୍ରିଣ୍ଟ ଏବଂ ଉଲ୍ଲେନ୍ର ଚାଲିଛି ପ୍ରଚଳନ। ଆରାମଦାୟକ ଏବଂ ଫ୍ୟାଶନେବଲ୍ ଉଭୟ।
ଫର୍ମାଲ ଏବଂ କ୍ୟାଜୁଆଲ ଦୁଇଟି ଲୁକ୍ସ ପାଇଁ ସଂପୂର୍ଣ୍ଣ। କପାସ, ଉଲ୍ଲେନ ଏବଂ ଡେନିମ୍ ବ୍ଲେଜର ସବୁବେଳେ ଆରାମଦାୟକ ଏବଂ ଷ୍ଟାଇଲିସ୍ ହୋଇଥାଏ।
ଶୀତର ପ୍ରିୟ। ଚମଡ଼ା, ଡେନିମ୍ ଏବଂ ଟ୍ୱିଡ୍ ଜାକେଟ୍ଗୁଡ଼ିକ ବର୍ତ୍ତମାନ ଟ୍ରେଣ୍ଡରେ ଅଛନ୍ତି। ଶୀତରେ ଷ୍ଟାଇଲ୍ ଏବଂ ଗରମ ଉଭୟର ଯତ୍ନ ନିଅନ୍ତୁ।
ଶୀତ ଈତୁରେ ଷ୍ଟାଇଲିସ୍ ରହିବା ପାଇଁ ଏହି ୧୦ ଫ୍ୟାସନ୍ ଟ୍ରେଣ୍ଡସ୍ ଜାଣନ୍ତୁ ଏବଂ ପ୍ରତିଦିନକୁ ବିଶେଷ କରନ୍ତୁ!